ନବ ଦାସଙ୍କ ମେଡିକାଲ ରିପୋର୍ଟକୁ ନେଇ ରାଜନୀତି

ବିରୋଧୀ ଓ ବିଜେଡି କଥା କଟାକଟି, ସାର୍ବଜନୀନ କରିବାକୁ ବିରୋଧୀଙ୍କ ଦାବୀ ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ସ୍ବର୍ଗତ ନବ ଦାସଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଝାରସୁଗୁଡା ହସ୍ପିଟାଲର ଇସିଜି ରିପୋର୍ଟ, ସେହି ସମୟରେ ତାଙ୍କର ସ୍ୱାସ୍ଥ୍ୟଗତ ଅବସ୍ଥା କେମିତି ଥିଲା, ସ୍ଥାନାନ୍ତରିତ … Continue reading ନବ ଦାସଙ୍କ ମେଡିକାଲ ରିପୋର୍ଟକୁ ନେଇ ରାଜନୀତି